କଟକ ରୁ ୨୨୫ ଗ୍ରାମର ବ୍ରାଉନସୁଗାର ଜବତ

157

କଟକ (ଉତ୍କଳ ନ୍ୟୁଜ) ୦୨-୦୩-୨୦୨୧ : କଟକ ବାଲିଯାତ୍ରା ପଡ଼ିଆ ନିକଟରୁ ୨୨୫ ଗ୍ରାମର ବ୍ରାଉନସୁଗାର ଜବତ କରି ଜଣକୁ ଗିରଫ କରିଛି କଟକ ଅବକାରୀ ବିଭାଗ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ | କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |