ଚୀନ ସମ୍ପୂର୍ଣ ଗରିବ ମୁକ୍ତ : ସି ଜିନପିଙ୍ଗ

137

କଟକ (ଉତ୍କଳ ନ୍ୟୁଜ) ଗରିବ ବିରୋଧୀ ଲଢେଇ ରେ ଚୀନ ସମୁର୍ଣ୍ଣ ମାତ୍ର ରେ ବିଜୟ ଲାଭ କରିଛି ବୋଲି କହିଛନ୍ତି ଚୀନ ର ରାଷ୍ଟ୍ରପତି ସି ଜିନପିଙ୍ଗ | ସେ ଆହୁରି କହିଛନ୍ତି ଯେ ବିଗତ ୪ ଦଶନ୍ଧି ମଧ୍ୟରେ ୭୭୦ ନିୟୁତ ଲୋକଙ୍କୁ ଦରିଦ୍ର ସୀମାରେଖା ଉପରକୁ ଉଠାଯାଇଛି | ଏହା ଦେଶ ରେ ଆଉ କା ଚମତ୍କାର ହୋଇଥିବାବେଳେ ଇତିହାସ ରେ ସ୍ଥାନ ପାଇବ | ଏକ ସମାବେଶ କୁ ଉଦ୍ବୋଧନ ଦେଇ ଏହିପରି କହିଛନ୍ତି ସି ଜିନପିଙ୍ଗ |