ଏଫଏଟିଏଫ ର ଗ୍ରେ ଲିଷ୍ଟ ରେ ପୁଣି ରହିଲା ପାକିସ୍ତାନ

146

କଟକ (ଉତ୍କଳ ନ୍ୟୁଜ) ୨୬-୦୨-୨୦୨୧ : ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପୁଣି ଥରେ ପାକିସ୍ତାନ କୁ ଏହାର ଧୁସର ତାଲିକା ରେ ରଖିଛି | ଆତଙ୍କବାଦୀ ଦମନ ନିମନ୍ତେ ପାକିସ୍ତାନ ନିକଟରେ ଏହି ଅନ୍ତର୍ଜାତିକ ସଂଗଠନ ଯେଉଁ ଲକ୍ଷ ଧାର୍ଯ୍ୟ କରିଥିଲା ଇସ୍ଲାମଵାଦ ତାକୁ ପୁରାଣ କରିବାରେ ଅସଫଳ ରହିଛି | ତେଣୁ ପାକିସ୍ତାନ କୁ ଗ୍ରେ ଲିଷ୍ଟ ରଖାଯାଇଛି |