ଏଥର ଆତଙ୍କବାଦୀଙ୍କ ମୁକାବିଲା କରିବେ ଭାରତୀୟ ମହିଳା କମାଣ୍ଡ ମାନେ

142

କଟକ (ଉତ୍କଳ ନ୍ୟୁଜ) ୨୬-୦୨-୨୦୨୧ : ଏଥର ଆତଙ୍କବାଦୀ ମାନଙ୍କ ସହ ଲଢେଇ କରିବେ ଭାରତୀୟ ମହିଳା କମାଣ୍ଡ ମାନେ | ଉତ୍ତରାଖଣ୍ଡ ରେ ଏଣିକି ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅପରେସନ ରେ ସାମିଲ ହେବ ମହିଳା କମାଣ୍ଡ ମାନେ | ପ୍ରଥମ ଥର ଉତ୍ତରାଖଣ୍ଡ ରେ ୨୨ ଜଣ ମହିଳା କମାଣ୍ଡ ଙ୍କୁ ନେଇ ଆତଙ୍କବାଦୀ ନିରୋଧ ସ୍କ୍ୱାର୍ଡ ରେ ଗଠନ କରାଯାଇଛି | ଏହି ସ୍କ୍ୱାର୍ଡ ରେ କେବେଳ ମହିଳା କମାଣ୍ଡ ମାନେ ରହିଛନ୍ତି | ଗତକାଲି ଉତ୍ତରାଖଣ୍ଡ ପୁଲିସ ଏହି ମହିଳା ଆତଙ୍କବାଦୀ ନିରୋଧ ସ୍କ୍ୱାର୍ଡ କୁ ହରିଦ୍ୱାର ରେ ମହାକୁମ୍ଭରେ ମୁତୟନ କରିଛି |