ସଂସଦ ଘେରାଉ କରିବେ ବୋଲି ଚେତାବନୀ ଦେଲେ ଚାଷୀ ନେତା ରାକେଶ ଟିକାୟତ

149

କଟକ (ଉତ୍କଳ ନ୍ୟୁଜ) ୨୫-୦୨-୨୦୨୧ : ଯଦି କେନ୍ଦ୍ର ସରକାର ଆଣିଥିବା ନୂଆ ୩ ଟି କୃଷି ଆଇନ କୁ ଉଛେଦ ନକରିବେ ତା ହେଲେ ଏହା ବିରୋଧ ରେ ଆନ୍ଦୋଳନ କରୁଥିବା ଚାଷୀ ମାନେ ସଂସଦ ଘେରାଉ କରିବେ | ଏଥର ୪୦ ଲକ୍ଷ ଟ୍ରାକ୍ଟର ରେ ଚାଷୀ ମାନେ ସଂସଦ ଯାଏ ରାଲି କରି ଏହାକୁ ଘେରାଉ କରିବେ ବୋଲି ଚାଷୀ ନେତା ରାକେଶ ଟିକାୟତ ସରକାରଙ୍କୁ ଚେତାବନୀ ଦେଇଛନ୍ତି |