ଭାରତୀୟ ଯବାନ ଙ୍କ ଗୁଳି ରେ ୪ ଆତଙ୍କୀ ନିହତ

174

କଟକ (ଉତ୍କଳ ନ୍ୟୁଜ) ୨୫-୦୨-୨୦୨୧ : ଲଗାତାର ଆତଙ୍କବାଦୀ ମାନଙ୍କୁ ଦମନ କରିବାରେ ସଫଳ ହେଉଛନ୍ତି ଭାରତୀୟ ଯବାନ ମାନେ | ଜାମ୍ମୁ-କାଶ୍ମୀର ର ଅନନ୍ତାନଗର ଅଂଚଳ ରେ ଗତକାଲି ହୋଇଥିବା ଏନ୍କାଉଣ୍ଟର ରେ ୪ ଜଣ ନିହତ ହୋଇଛନ୍ତି | ଏବେ ବି ସ୍ଥାନୀୟ ଅଂଚଳ ରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି |