ବ୍ରିକ୍ସ ସମ୍ମିଳନୀ ରେ ଯୋଗଦେବାକୁ ଆସିପାରନ୍ତି ଜିନପିଙ୍ଗ

143

କଟକ (ଉତ୍କଳ ନ୍ୟୁଜ) ୨୪-୦୨-୨୦୨୧ : ଚଳିତ ବର୍ଷ ଭାରତ ଦ୍ୱାରା ବ୍ରିକ୍ସ ସମ୍ମିଳନୀ ଆୟୋଜନ କରାଯିବାକୁ ଚୀନ ସମର୍ଥନ କରିଛି | ଯଦି କରୋନା ସ୍ଥିତି ରେ ସୁଧାର ଆସେ ତାହାହେଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବି ଏହି ସମ୍ମିଳନୀ ରେ ଯୋଗ ଦେବାକୁ ଯାଇପାରନ୍ତି | ପରୋକ୍ଷ ରେ ଚୀନ କହିଛି କି ଜିନପିଙ୍ଗ ଚଳିତ ବର୍ଷ ଭାରତ ଗସ୍ତ ରେ ଆସିପାରନ୍ତି |