୧୪ ହଜାର କୋଟି ର ପ୍ରତିରକ୍ଷା ସାମଗ୍ରୀ କିଣାହେବ

156

କଟକ (ଉତ୍କଳ ନ୍ୟୁଜ) ୨୪-୦୨-୨୦୨୧ : ପ୍ରତିରକ୍ଷା କ୍ରୟ ପରିଷଦ ପଟେ ୧୪ହଜାର କୋଟି ତାଙ୍କ ମୂଲ୍ୟ ର ବିଭିନ୍ନ ପ୍ରକାର ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବା ପ୍ରସ୍ତାବ କୁ ମଞ୍ଜୁରୀ ଦେଇଛି | ଏହା ମଧ୍ୟରେ ୧୧୮ଟି ଅର୍ଜୁନ ମାର୍କ -୧ ଏ ଟ୍ୟାଙ୍କ କିଣିବା ପ୍ରସ୍ତାବ ଅନ୍ତର୍ଭୁକ୍ତ | କେବେଳ ଏତିକି ଟ୍ୟାଙ୍କ କିଣିବାକୁ ସରକାର ୮,୫୦୦ କୋଟି ଟଙ୍କା ବ୍ୟୟ କରିବେ | ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ଏହି ଟ୍ୟାଙ୍କ କୁ ଭାରତୀୟ ସେନା ରେ ସାମିଲ କରିବାକୁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା |