ପ୍ୟାଙ୍ଗଙ୍ଗ ଅଂଚଳ ରୁ ପଛକୁ ହଟିଲା ଚାଇନା , କିନ୍ତୁ ରୁତୁଗ ରେ ବଢ଼ିଲା ସୈନ୍ୟ

156

କଟକ(ଉତ୍କଳ ନ୍ୟୁଜ) ୨୪-୦୨-୨୦୨୧ : ପ୍ୟାଙ୍ଗଙ୍ଗ ଅଂଚଳ ରୁ ପଛକୁ ହଟିଲା ଚାଇନା କିନ୍ତୁ ରୁତୁଗ ରେ ବଢ଼ିଲା ସୈନ୍ୟ | ନିଜର ଶତାଧିକ ସୈନ୍ୟ ଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦ ର ଠିକ ଉତ୍ତର ଦିଗରେ ଥିବା ରୁତୁଗ ଅଂଚଳ ରେ ନିଜ ଗତିବିଧି ବଢ଼ାଇଛି ଚୀନ | ସାଟେଲାଇଟ ଚିତ୍ର ରୁ ଏହା ସ୍ପଷ୍ଟ ହୋଇଛି | ଏହି ଚିତ୍ର ସାମ୍ନା କୁ ଆସିବା ପରେ ଚୀନ ର ଚାଲାକି ଧରାପଡିଛି |