ମେକସିକୋ ରେ ବିମାନ ଦୁର୍ଘଟଣା

112

କଟକ (ଉତ୍କଳ ନ୍ୟୁଜ) ୨୩-୦୨-୨୦୨୧ : ଭେରାକୃଜ ସହର ଅନ୍ତର୍ଗତ ଏମିଲିଆନୋ ଅଂଚଳ ରେ ସକାଳ ପ୍ରାୟ ୯.୪୫ ରେ ମେକ୍ସିକୋ ବାୟୁସେନା ର ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହାଇବ୍ରୁ ଅନ୍ୟୁନ ୬ ଜଣ ସୈନ୍ୟ ଙ୍କ ର ମୃତ୍ୟୁ ଘଟିଥିବା କଥା ଜାତୀୟ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି | ଏହି ବିମାନ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତି ଙ୍କ ମଧ୍ୟରେ ଅଛନ୍ତି ବିମାନ ର ପାଇଲଟ ଓ ସହ ପାଇଲଟ |