ଅଷ୍ଟ୍ରେଲିଆନ ଓପେନ ଜିତିଲେ ଜୋକୋଭିକ

176

କଟକ (ଉତ୍କଳ ନ୍ୟୁଜ) ୨୨-୦୨-୨୦୨୧ : ନବମ ତମ ଅଷ୍ଟ୍ରେଲିଆନ ଓପେନ ଟାଇଟେଲ ଜିତିଲେ ଦଉନୁଅ ର ଏକ ନମ୍ବର ଟେନିସ ତାରକା ନୋଭାକ ଜୋକୋଭିକ ଫାଇନାଲ ରେ ସେ ଦାନିଲ ମେଦଭେଦେଭଙ୍କୁ ହରାଇ ନବମ ଥର ପାଇଁ ଟାଇଟେଲ ନିଜ ଅକ୍ତିଆର କରିଛନ୍ତି |