ଦେଶ ପାଇଁ ପ୍ରଥମ ସ୍ଵର୍ଣ ଜିତିଲେ ଅଲଫିୟା ପଠାନ

125

କଟକ (ଉତ୍କଳ ନ୍ୟୁଜ) ୨୨-୦୨-୨୦୨୧ : ମେଣ୍ଟିନଗ୍ରୋସ୍ଥିତ ବଡ଼ଭଠାରେ ଚାଲିଥିବା ୩୦ ତମ ଆଡ୍ରିଆଟିକ ପର୍ଲ ଟୁର୍ନାମେଣ୍ଟ ରେ ଭାରତ ର ମହିଳା ବକ୍ସାରମାନେ ପ୍ରଭାବୀ ପାରଦର୍ଶନ ଜାରି ରଖିଛନ୍ତି | ଅଲଫିୟା ପଠାନ ୮୧ ବର୍ଗ ରେ ଦେଶ ପାଇଁ ସ୍ବର୍ଣ୍ଣ ଆଣିଦେଇଛନ୍ତି | ଚମତ୍କାର ଫିଟନେସ ଓ ଫର୍ମ ରେ ଥିବା ଅଲଫିୟା ପଠାନ ମଲଡୋଭାର ଡ଼ରିଆ ଙ୍କୁ ୫-୦ ରେ ପଏଣ୍ଟରେ ଜିତିନେଇଥିଲେ | ବାଉଟ ରେ ସେ ସମ୍ପୂର୍ଣ୍ଣ ପ୍ରଧାନ୍ୟ ବିସ୍ତାର କରିଥିଲେ |