ବିଶ୍ୱର ୧୦୦ ଉଦୀୟମାନ ନେତା ଙ୍କ ତାଲିକା ରେ ୫ ଭାରତୀୟ ବଂଶଭଵ

127

କଟକ (ଉତ୍କଳ ନ୍ୟୁଜ) ୧୯-୦୨-୨୦୨୧ : ଟାଇମ ମ୍ୟାଗାଜିନ ଦ୍ୱାରା ବିଶ୍ୱର ୧୦୦ଜଣ ଉଦୀୟମାନ ନେତା ଙ୍କ ଏକ ତାଲିକା ପରକାଶ ପାଇଛି | ଏହି ନେତା ମାନେ ବିଶ୍ୱ ର ଭବିଷ୍ୟତ କୁ ନୂଆ ରୂପ ଦେଉଛନ୍ତି ବୋଲି ପତ୍ରିକା ରେ କୁହାଯାଇଛି | ଉକ୍ତ ତାଲିକା ରେ ୫ ଜଣ ଭାରତୀୟ ବଂଶଭଵ ନାଗରିକ ସ୍ଥାନ ପାଇଛନ୍ତି | ସେମାନେ ହେଲେ ଟୁଇଟ ର କମ୍ପାନୀ ର ଓକିଲ ବିଜୟା ଗାଡେ, ବ୍ରିଟେନ ର ଅର୍ଥମନ୍ତ୍ରୀ ଋଷି ସୁନକ , ଇଂସ୍ଟକାର୍ତ ର ପ୍ରତିଷ୍ଠାତା ତଥା ସିଇସି ଅପୁରବା ମେହେଟ୍ଟା , ଅଣଲାଭକାରୀ ସଂସ୍ଥା ଗେଟ ଅସ ପିପିଇ ର କାର୍ଯ୍ୟକରି ନିର୍ଦେଶକ ଶିଖା ଗୁପ୍ତା ଏବଂ ଅନ୍ୟ ଏକ ସ୍ବେଛାସେବୀ ସଂସ୍ଥା ଅପସାଲଭା ର ପ୍ରତିଷ୍ଠାତା ରୋହନ ପଭୁଲୁରି | ଏହି ତାଲିକା ରେ ଭୀମ ଆର୍ମି ର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ସ୍ଥାନ ପାଇଛନ୍ତି |