ଭୂମିକମ୍ପ ରେ ଥରିଲା ଜାପାନ

138

କଟକ (ଉତ୍କଳ ନ୍ୟୁଜ) ୧୫-୦୨-୨୦୨୧ : ୭.୧ ତୀବ୍ରତା ର ଭୂମିକମ୍ପ ରେ ଥରିଲା ଜାପାନ | ରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତି ର ଆଶଙ୍କା ପ୍ରକାଶ ପାଇଛି | ଏବେ ସୁଦ୍ଧା କେବେଳ ଜାପାନ ର ତୋହୋଜୁର ମୀଆଗି ଫୁକୁସିମା ରୁ କ୍ଷୟକ୍ଷତି ର ସୂଚନା ମିଳିଛି | ସେଠାରେ ଏକାଧିକ କାନ୍ଥ ଭୁସିଡ଼ି ପଡିଥିବା ବେଳେ ରାସ୍ତା ଉପରେ ଗାଡି ଗୁଡିକ ପଡିଥିବା ଦେଖିବାକୁ ମିଳିଛି |