ଚାଇନା ନିଜ ଦେଶ ରେ ବିବିସିର ପ୍ରସାରଣ ବନ୍ଦ କଲା

155

କଟକ (ଉତ୍କଳ ନ୍ୟୁଜ) ୧୩-୦୨-୨୦୨୧ : ଚାଇନା ନିଜ ଦେଶ ରେ ବିବିସିର ପ୍ରସାରଣ ବନ୍ଦ କଲା | ଚାଇନା ର ଜାତୀୟ ବେତାର ଓ ଟେଲିଭିଜନ ଆଡ୍ମିନିଷ୍ଟ୍ରସନ ଏହି କଟକଣା ଜାରି କରିଛି | କିଛି ସପ୍ତାହ ରେ ବ୍ରିଟେନ ଟେଲିଭିଜନ ନିୟାମକ ଦେଶ ରେ ଚୀନ ସରକାରୀ ଗଣମାଧ୍ୟମ ର ପ୍ରସାରଣ ଉପରେ କଟକଣା ଜାରି କରିବା ପରେ ସିଏନଆରଟିଏ ଏହି ଘୋଷଣା କରିଛନ୍ତି |