ମିଆଁମାର ଉପରେ ଆର୍ଥକ କଟକଣା ଲାଗିଲା

122

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ମିଆଁମାର ସୈନ୍ୟବାହିନୀ ବିଦ୍ରୋହୀ ବଳ ରେ ଗଣତାନ୍ତ୍ରିକ ସରକାରଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦାଖଲ କରିଥିବା ରୁ ବିଭିନ୍ନ ଦେଶ ଏହାର ସମାଲୋଚନା କରିଛନ୍ତି | ଗୋଟିଏ ପରେ ଗୋଟିଏ ଦେଶ ମିଆଁମାର ଠାରୁ କୁଟୀନୈତିକ ସମ୍ପର୍କ ଛିନ୍ନ କରିବାରେ ଲାଗିଛନ୍ତି ଓ ସାମରିକ ଶାସନ ଉପରେ ଆର୍ଥିକ ଚାପି ପକାଉଛନ୍ତି | ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଆଁମାର ଉପରେ ନୂଆ କଟକଣା ଜାରି କରିଛନ୍ତି |