ସୋସିଆଲ ମିଡ଼ିଆ ରେ ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ସେୟାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ

118

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ରେ ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ସେୟାର କଲେ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଭାରତୀୟ ଆଇନ କୁ ଯିଏ ବି ଉଲ୍ଲଂଘନ କରିବ ସେମାନଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ |