ଫାଷ୍ଟଟ୍ୟାଗ ୱାଲେଟ ରେ ଦରକାର ହେବନାହିଁ ସର୍ବନିମ୍ନ ବାଲାନ୍ସ

128

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ଫାଷ୍ଟଟ୍ୟାଗ ୱାଲେଟ ରେ ସର୍ବନିମ୍ନ ବାଲାନ୍ସ ରଖିବା ଆବଶ୍ୟକ ନାହିଁ | ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛି | ଇଲେକ୍ଟ୍ରୋନିକ ଟୋଲ ପ୍ଲାଜା ଗୁଡିକ ରେ କୌଣସି ଅସୁବିଧା ରେ ଚଳାଚଳ ଉଧେଶ୍ୟ ରେ ଏ ନିଷ୍ପତ୍ତି ନିଆଯାଇଥିବା ଏନଏଚଏଆଇ ପକ୍ଷରୁ ପ୍ରକାଶ କରାଯାଇଛି |