ଦେଶ ରେ ପ୍ରଥମ ସିଏନଜି ଟ୍ରାକ୍ଟର ର ବଜାର ପ୍ରବେଶ

130

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଭାରତ ର ପ୍ରଥମ ସିଏନଜି ଚାଳିତ ଟ୍ରାକ୍ଟର ର ବଜାର ପ୍ରବେଶ କରାଇବା | ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ନରେନ୍ଦ୍ର ସିଂ ତୋମାର ଏବଂ ଭି .କେ . ସିଂ ପ୍ରମୁଖ ଉପସ୍ଥିତ ରହିବେ | ଏହି ସିଏନଜି ଚାଳିତ ଟ୍ରାକ୍ଟର ଚଳାଚଳ ଦ୍ୱାରା ଟ୍ରାକ୍ଟର ପିଛା ଇନ୍ଧନ ଖର୍ଚ୍ଚ ବାର୍ଷିକ ଲକ୍ଷେ ଟଙ୍କା ହ୍ରାସ ପାଇବ |