୪ ଟି ହେରୋନ ଡ୍ରନ ଲିଜ ରେ ଆଣିଛି ଭାରତ

137

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ଭରତୀୟ ସ୍ଥଳ ସେନା ଜରୁରୀକାଳୀନ ଭିତ୍ତି ରେ ଇସ୍ରାଇଲ ଠାରୁ ୪ ଟି ହେରୋନ ଡ୍ରନ ଲିଜ ସୂତ୍ର ରେ ଆଣିଛି | ଏହି ଡ୍ରନ ଗୁଡିକ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଇଥାଏ | ଏହା ଏକାଦି କ୍ରମେ ୫୦ ଘଣ୍ଟା ଯାଏଁ ଆକାଶ ରେ ଉଡ଼ିପାରିବ |