ପ୍ରଶାନ୍ତ ମହାସଗାରରେ ୭.୭ ତୀବ୍ରତା ର ଭୂମିକମ୍ପ ସୃଷ୍ଟି

127

କଟକ (ଉତ୍କଳ ନ୍ୟୁଜ) ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏକ ବଡ ଧାରଣରେ ଭୂମିକମ୍ପ ଅନୁଭୂତି ହୋଇଛି | ରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୭.୭ ଥିବା ଜଣ ପଡିଛି | ଅଟେ ବଡ଼ ଭୂମିକମ୍ପ ପରେ ସୁନାମି ସତର୍କତା ଜାରି କରାଯାଇଛି | ଭୂମିକମ୍ପ ରେ ନୁଁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପୁରାପୁରି ଥରି ଉଠିଥିଲା | ଭୁବୈଜ୍ଞାନିକ ଅନୁସାରେ ଭୂମିକମ୍ପ ର କେନ୍ଦ୍ରସ୍ଥଳି ଲୟଲ ଟି ଦୁଇପ ରେ ଅବସ୍ଥିତ |