ଆଗାମୀ କିଛି ମାସ ମଧ୍ୟରେ ଭାରତ ରେ ୫ଜି ସେବା ର ପରୀକ୍ଷଣ ହେବ

141

କଟକ (ଉତ୍କଳ ନ୍ୟୁଜ) ୧୦-୦୨-୨୦୨୧ : ଭାରତ ରେ ଆଗାମୀ ୨ ରୁ ୩ ମାସ ମଧ୍ୟରେ ୫ ଜି ସେବା ର ପରୀକ୍ଷଣ ଆରମ୍ଭ ହେବ | ସଂସଦ ର ସ୍ଥାୟୀ କମିଟି କୁ ଏହି ସୂଚନା ଦେଇଛି ଟେଲିକମ ବିଭାଗ | ବିଭାଗ କହିଛି ୫ ଜି କ୍ଷେତ୍ର ପରୀକ୍ଷଣ ପାଇଁ ମୋଟ ୧୬ ଟି ଆବେଦନ ମିଳିଛି | ତେବେ ପରୀକ୍ଷଣ ବେଳେ ଉଭୟ ସ୍ବଦେଶୀ ଓ ଆମଦାନିକୃତ ଟେକ୍ନୋଲୋଜି ବ୍ୟବହାର କରାଯିବ ବୋଲି ଜଣାପଡିଛି |