ନିଜ ପଦରୁ ଇସ୍ତଫା ଦେଲେ ଟୁଇଟର ଇଣ୍ଡିଆ ର ମୁଖ୍ୟ ମହିମା କାଉଲ

116

କଟକ (ଉତ୍କଳ ନ୍ୟୁଜ) ୧୦-୦୨-୨୦୨୧ : ଟୁଇଟର ଇଣ୍ଡିଆ ର ପବ୍ଲିକ ପଲିସୀ ମୁଖ୍ୟ ମହିମା କାଉଲ ନିଜ ପଦବୀ ରୀ ଇସ୍ତଫା ଦେଇଛନ୍ତି | ସେ ଜାନୁଆରୀ ରୁ କମ୍ପାନୀ କୁ ଇସ୍ତଫା ପତ୍ର ଦେଇଥିବା ଏବଂ ସୁରୁଖୁରରେ ଭାର ହସ୍ତାନ୍ତର କରିବାକୁ ମାର୍ଚ୍ଚ ପର୍ଯ୍ୟନ୍ତ ନିଜ ପଦରେ ରହିଥିବା ଟୁଇଟର ପକ୍ଷରୁ କୁହାଯାଇଛି | ବ୍ୟକ୍ତିଗତ ଜୀବନକୁ ଗୁରୁତ୍ୱ ଦେଇ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି | ୫ ବର୍ଷ ଧରି ମହିମା ଏହି ପଦରେ ଥିଲେ |