ମିଆଁମାର ରେ ଫେସବୁକ ଉପରେ କଟକଣା

136

କଟକ (ଉତ୍କଳ ନ୍ୟୁଜ) ୫-୦୨-୨୦୨୧ : ମିଆଁମାର ରେ ସମାରିକି ବିଦ୍ରୋହ ପରେ ପୁରା ଦେଶ ରେ ଏବେ ଇଣ୍ଟେର୍ନେଟ ସେବା ବନ୍ଦ କରିଦିଆଯାଇଛି | ଅଧିକାଂଶ ଅଂଚଳରେ ଫୋନ ଓ ଇଣ୍ଟେର୍ନେଟ ସେବା ବନ୍ଦ କରିଦିଆଯିଛି | କିଛି ଅଂଚଳ ରେ ଇଣ୍ଟେର୍ନେଟ ସେବା ଚାଲୁଛି | ସେଠାରେ ଫେସବୁକ ଓ ହ୍ୱାଟ୍ସଆପ ଆଦିର ବହୁଳ ମାତ୍ର ରେ ଫିଲୋଟରିଂ କରାଯାଉଛି | କମ୍ପାନୀ କହିଛି କି ଏଭଳି ପଦକ୍ଷେପ ଦ୍ୱାରା ସାଧାରଣ ଲୋକେ ସ୍ୱାଧୀନ ଭାବେ ସୂଚନା ପାଇବାରୁ ବଂଚିତ ହେବେ |