ୟୁଏନଏସ ରେ ଭାରତ ର ସ୍ଥାୟୀ ସଦସ୍ୟ ତା ଉପରେ ସ୍ପଷ୍ଟ କଲେଣି ବାଇଡେନ

148

କଟକ (ଉତ୍କଳ ନ୍ୟୁଜ) ୨୯-୦୧-୨୦୨୧ : ଜାତିସଂଘ ନିରାପତ୍ତା ପରିଷଦ ତର ଭାରତ ର ସ୍ଥାୟୀ ସଦସ୍ୟ ତାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇ ଡେନ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ସମର୍ଥନ କରିଥିଲେ | କିନ୍ତୁ ନିର୍ବାଚିତ ହେବ ପରେ ଏବେ ତାଙ୍କ ର ଆଭିମୁଖ୍ୟ ବଦଳିଯାଇଛି | ନିକଟରେ ସେ ଜାତିସଂଘ ପାଇଁ ଆମେରିକା ରେ ପ୍ରତିନିଧି ନିଯୁକ୍ତି କରିଥିବା ଲିଣ୍ଡା ଥୋମାସ -ଗ୍ରୀନଫିଲଡ ଏହି ପ୍ରସଙ୍ଗ ରେ କିଛି ସ୍ପଷ୍ଟ କରିନାହାନ୍ତି | ସିନେଟ ଫରେନ ରିଲେସନ କମିଟି ନିକଟରେ ହାଜର ହୋଇ ସେ କହିଛନ୍ତି ଭାରତ, ଜର୍ମାନୀ ଜାପାନ , ବ୍ରାଜିଲ, ଜାତିସଂଘ ନିରାପତ୍ତା ପରିଷଦ ର ସ୍ଥାୟୀ ସଦସ୍ୟ ହେବାକୁ ଚାହୁଁଛନ୍ତି | ତା ଛଡା ଏହି ପ୍ରସଙ୍ଗ ରେ ଆହୁତି ଅଧିକ ଆଲୋଚନା ହେବା ଦରକାର |