ଗଂଜାମ ରେ ଗୋଟିଏ ଦିନରେ ଦୁଇଟି ହତ୍ୟାକାଣ୍ଡ

225

କଟକ(ଉତ୍କଳ ନ୍ୟୁଜ) ୨୦/୦୧/୨୦୨୧ : ଗଂଜାମ ଜିଲ୍ଲା ରେ ଗୋଟିଏ ଦିନ ରେ ଦୁଇଟି ହତ୍ୟା କାଣ୍ଡ ଘଟଣା ଘଟିଛି । ଗୋଟିଏ ପଟେ କୋଦଳା ଥାନା ଇଲାକା ରେ ଗୁଳିମାଡ ଘଟଣା ସାରା ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କବିସୂର୍ୟ୍ଯନଗର ଥାନା ବଣପଲ୍ଲୀ ରେ ମଧ୍ୟ ଏକ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳାହରୁ ଖୋଦ ଜନ୍ମ କଲା ପୁଅ ମା କୁ ଖଣ୍ଡା ଓ ହାତୁଡ଼ିରେ ରେ ପିଟି ପିଟି ହତ୍ୟା କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ମା ସରସ୍ବତୀ ପଳେଇ ଙ୍କ ମୃତ ଘଟିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |