ଫାଇଜର ଟୀକା ନେଇ ନରୱେ ରେ ୨୩ ଜଣଙ୍କ ମୃତ୍ୟୁ

139

କଟକ (ଉତ୍କଳ ନ୍ୟୁଜ) ୧୯-୦୧-୨୦୨୧ ଫାଇଜର ଟୀକା ନେଇ ନରୱେ ରେ ୨୩ ବ୍ୟକ୍ତି ପ୍ରାଣ ହରାଇଛନ୍ତି | ଗତ ଡ଼ିସେମ୍ବର ୨୭ ତାରିଖରେ ଟୀକାକରଣ ଅଭିଯାନ ହାତକୁ ନେଇଥିଲେ ନରୱେ ସରକାର | ଏ ପର୍ଯ୍ୟନ୍ତ ଅତିକମରେ ୩୦ ହଜାରରୁ ଅଧିକ ଲୋକେ ପ୍ରଥମ ଡୋଜ ଟୀକା ନେଇଛନ୍ତି | ତେବେ ଟୀକାକରଣ ପରେ ୨୩ ଜଣଙ୍କ ମୃତ୍ୟୁ ଏବେ ଦେଶ ରେ ଚାଞ୍ଚଲ୍ୟ ଖେଳାଇଦେଇଛି |