ଭାରତୀୟ ସେନା କବଜା ରେ ଚୀନ ର ସୈନ୍ୟ

118

କଟକ (ଉତ୍କଳ ନ୍ୟୁଜ) କିଛି ଦିନ ତଳେ ଚୀନ ର ଜଣେ ସୈନ୍ୟ ଭାରତୀୟ ସେମ କୁ ପଶି ଆସିଥିଲା | ଏହାପରେ ଭାରତୀୟ ଯବାନ ମାନେ ତାକୁ ଗିରଫ କରିଥିଲେ | ଏବେ ଚୀନ କହୁଛି ତା ସୈନ୍ୟକୁ ତୁରନ୍ତ ଫେରାଇବା ପାଇଁ | ସୂଚନା ଅନୁସାରେ , ଶୁକ୍ରବାର ଚୀନ ର ଜଣେ ସୈନ୍ୟ ଏଲଓସି ଅତିକ୍ରମ କରି ଭାରତ ସୀମା ପଶିଆସିଥିଲା | ଏହି ସୈନ୍ୟ କ ଜଣଙ୍କ ଲଦାଖର ପାଙ୍ଗଙ୍ଗ ନିକଟରେ ବୁଲାବୁଲି କରୁଥିଲା | ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା | ଏହି ସୈନ୍ୟ ଏପରି ସମୟରେ ଗିରଫ କରାଯାଇଛି ଯେତେବେଳେ ସୀମା ରେ ଉତ୍ତେଜନା ଲାଗି ରହିଛି | ସୀମା ରେ ହୋଇଥିବା ଉତ୍ତେଜନା ପରେ ଉଭୟ ଦେଶ ନିଜ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛନ୍ତି | ଚୀନ ଖାଓବା ଅନୁଯାୟୀ ଯେ ତାଙ୍କ ର ସୈନ୍ୟ ଭୁଲ ରେ ଭାରତୀୟ ସୀମା ରେ ପ୍ରବେଶ କରିଛି |