ଦେଶ ରେ ଗତ ୨୪ ଘଣ୍ଟା ରେ ୧୮୬୪୫ କରୋନା ଆକ୍ରାନ୍ତ ଚିହ୍ନଟ

139

କଟକ (ଉତ୍କଳ ନ୍ୟୁଜ) ଦେଶ ରେ କୋଭିଡି ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି | ଗତ ୨୪ ଘଣ୍ଟା ରେ ଦେଶରେ ୧୮,୬୪୫ କରୋନା ସଂକ୍ରମିତ ଚିହ୍ନଟ | ଏହାକୁ ମିଶାଇ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧.୦୪ କୋଟି ପାର ହୋଇଯାଇଛି | ଗତକାଲି ତୁଳନା ରେ ଆଜି ମୃତକ ଙ୍କ ସଂଖ୍ୟା ରେ ମଧ୍ୟ ହ୍ରାସ ପାଇଛି | ଗତ ୨୪ ଘଣ୍ଟା ରେ ୨୦୧ ଜଣଙ୍କ ମୃତ୍ୟୁ ହୋଇଛି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି |