ପାଖାପାଖି ୪୦ ଦେଶ କୁ ବ୍ୟାପି ଲାଣି କରୋନା ର ନୂଆ ଷ୍ଟ୍ରେନ !

147

କଟକ (ଉତ୍କଳ ନ୍ୟୁଜ) ବ୍ରିଟେନ ରୁ ଆରମ୍ଭ ହୋଇଥିବା କରୋନା ର ନୂଆ ଷ୍ଟ୍ରେନ ଏବେ ପାଖାପାଖି ୪୦ ଟି ଦେଶ ଚିହ୍ନଟ ହୋଇଛିନ | ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସୂଚନା ଜାରି କରିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧୀନ ରେ ଆସୁଥିବା 6 ଟି ଅଂଚଳ ମଧ୍ୟରୁ ଅହିଁ ଭାଇରସ ୫ଟି ଅଂଚଳ ରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି | ପ୍ରକାଶ ଥାଉକି, ଗତବର୍ଷ ଡ଼ିସେମ୍ବର ୧୪ ରେ ବ୍ରିଟେନ ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିଲା | ଏବେ ଏହି ନୂଆ ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତା ର କାରଣ ପାଲଟିଛି |