ଭାରତ ରେ ୩୮ ନୂଆ ଷ୍ଟ୍ରେନ ସଂକ୍ରମିତ ଚିହ୍ନଟ

132

କଟକ (ଉତ୍କଳ ନ୍ୟୁଜ ) ଧୀରେ ଧୀରେ କରୋନା ଭାଇରସ ର ନୂଆ ଷ୍ଟ୍ରେନ ତାର କାୟା ବିସ୍ତାର କରିବାରେ ଲାଗିଛି | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ରେ ୩୮ ଜଣଙ୍କ ନିକଟରେ ନୂଆ ସ୍ଟ୍ରେନ୍ରୁ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନ ରେ ସର୍ବାଧିକ ୯ ଜଣ ନୂଆ କରୋନା ନୂଆ ଷ୍ଟ୍ରେନ ସଂକ୍ରମିତ ମିଳିଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି | ଏହି ନୂଆ ସଂକ୍ରମଣ ଦେଶରେ ଲୋକମନଙ୍କ ପାଇଁ ପୁଣି ଥରେ ଚିନ୍ତା ର ବିଷୟ ପାଲଟିଛି |