ଚୀନ ଏଲଏସି ରେ ମୁତୟନ କଲା ଅତ୍ୟାଧୁନିକ ଟ୍ୟାଙ୍କ

149

କଟକ (ଉତ୍କଳ ନ୍ୟୁଜ) ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା କମିନଥିବା ବେଳେ | ଚୀନ ତାର ଅତ୍ୟାଧୁନିକ ଟ୍ୟାଙ୍କ ଗୁଡିକୁ ମୁତୟନ କରିଛି ଏଲଏସି ବୋର୍ଡର | ଲାଦଖ ର ରେଜାଙ୍ଗ ଲା , ଲେଚିନ ଲା, ଏବଂ ମୁଖଶ୍ରୀ ପାର୍ବତ୍ୟ ଅଂଚଳରେ ଏହି ଟ୍ୟାଙ୍କ ଗୁଡିକ ମୁତୟନ କରିଛି | ଭାରତୀୟ ସେନା ପୋଷ୍ଟ ଆଡକୁ ମୁହଁ କରି ଏହି ଟ୍ୟାଙ୍କ ଗୁଡିକ ରଖାଯାଇଛି | ଭାରତୀୟ ସେନା ଗତ ବର୍ଷ ଏହି ଅଂଚଳ କୁ କବଜା କରିଥିଲା | ତେବେ ଭାରତୀୟ ସେନା ଚୀନ ର ସବୁ ପ୍ରକାର ଚାଲ ର ଜବାବ ଦେବା ରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେନା ମୁଖ୍ୟ କହିଛନ୍ତି |