ଦେଶ ରେ ଗତ ୨୪ ଘଣ୍ଟା ରେ ୧୬,୫୦୫ କରୋନା ସଂକ୍ରମିତ ଚିହ୍ନଟ

161

କଟକ (ଉତ୍କଳ ନ୍ୟୁଜ) ଭାରତ ରେ କରୋନା ଭାଇରସ ର ଦୈନିକ ସଂକ୍ରମଣ ରେ ହତାଶ ପାଇବା ରେ ଲାଗିଛି | ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୬,୫୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏବେ କରୋନା ସଂକ୍ରମଣ ମୁକ୍ତ ଙ୍କ ସଂଖ୍ୟା ୯୯ ଲକ୍ଷ ପର ହୋଇଛି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ୧୬,୫୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣଙ୍କ କରୋନା ଯାନିୟୁତ ମୃତ୍ୟୁ ଘଟିଛି | ଦେଶରେ ଏବେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୧,୦୩,୪୦,୪୭୦ ରେ ପହଂଚିଛି | ସେହିପରି ମୃତକ ସଂଖ୍ୟା ୧,୪୬,୬୪୯ ରେ ପହଂଚିଛି |