କୋଭିସୀଲଡ଼ ଓ କୋଭାକସିନ ଟୀକା କୁ ଅନୁମତି

136

କଟକ (ଉତ୍କଳ ନ୍ୟୁଜ) ସ୍ବଦେଶୀ ଜ୍ଞାନକୋୖଶଳ ନିର୍ମିତ ହୋଇଥିବା ଦୁଇଟି ଟୀକା କୁ ଭାରତ ରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ଼ିସିଜିଆଇ | ଭାରତ ସରକାର ତରଫରୁ କରୋନା ପ୍ରତିଶୋଧକ ଟିକାକୁ ନେଇ ଗୋଟିଏ ପରେ ଗୋଟିଏ ଖୁସି ଖବର ମିଳିବାରେ ଲାଗିଛି | ସେରମ ଇନସ୍ଟି ଚ୍ୟୁଟର କୋଭିସିଲଡ ଏବଂ ଭାରତ ବାୟୋଟେକ ର କୋଭାକସିନ ଟୀକା ଉପରେ ଡ଼ିସିଜିଆଇ ର ମୋହର ଲାଗିଛି | ଏହିଭଳି ସ୍ଥିତିରେ ଏହି ଦୁଇ ଟିକାକୁ ମଞ୍ଜୁରୀ ଦେଇ ସରକାର ଦେଶବାସୀ ଙ୍କ ର ସମସ୍ତ ଚିନ୍ତା କୁ ଦୁରେଇ ଦେଇଛନ୍ତି |