ଆମରଣ ଅନଶନ ରେ ଆନ୍ଦୋଳନକାରୀ ଚାଷୀ

141

କଟକ (ଉତ୍କଳ ନ୍ୟୁଜ) କେନ୍ଦ୍ର ସରକାର ଙ୍କ କୃଷି ବିଲ କୁ ବିରୋଧ କରି ଚାଷୀ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୫ ଦିନ ରେ ପହଂଚିଛି | ଆନ୍ଦୋଳନ ଆହୁରି ଜୋରଦାର କରିବା ପାଇଁ ଆଜି ସବୁ ଆନ୍ଦୋଳନ କାରୀ ଚାଷୀ ମାନେ ଦିନିକିଆ ଆମରଣ ଅନଶନ କରିଛନ୍ତି | ଏଥି ସହ ଆଗାମୀ ୨୫ ରୁ ୨୭ ରାତିଖ .ପର୍ଯ୍ୟନ୍ତ ହରିଆଣା ରେ ଜାତୀୟ ରାଜମାର୍ଗ ରେ ଥିବା ସବୁ ଟୋଲ ପ୍ଲାଜା କୁ ମୁକ୍ତ କରାଇବେ | ଅନ୍ୟପକ୍ଷରେ ଭାରତୀୟ କିସାନ ୟୁନିଅନ ନେତା ରାକେଶ ଟୀକାୟତ ଆସନ୍ତା ୨୩ ତାରିଖରେ କ୍ରୁସହକ ଦିବସ ପାଳନ କରିବେ ବୋଲି କହିଛନ୍ତି |