୨୮,୦୦୦ ହଜାର କୋଟି ଟଙ୍କା ର ଅସ୍ତ୍ର କିଣିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱୀକୃତି

135

କଟକ (ଉତ୍କଳ ନ୍ୟୁଜ) ପାକିସ୍ତାନ ଓ ଚାଇନା ଭଳି ଦେଶ ସହ ସବୁବେଳେ ଯୁଦ୍ଧଭଳି ପରିସ୍ଥିତି ଲାଗିରହୁଥିବା ବେଳେ ଭାରତ ନିଜ ସେନା କୁ ଦୃଢ କରିବାକୁ ୨୮,୦୦୦ କୋଟିର ଟଙ୍କା ଅସ୍ତ୍ର କିଣିବାକୁ ସ୍ୱକୃତି ଦେଇଛନ୍ତି ରାଜନାଥ ସିଂ | ସମୁଦାୟ ୭ ଟି ପ୍ରସ୍ତାବକୁ ମଂଜୁର ଦିଆଯାଇଥିବାବେଳେ ଏଥିମଧ୍ୟରୁ ୬ ପ୍ରକାର ଅସ୍ତ୍ରଶସ୍ତ୍ର କିଣା ପ୍ରସ୍ତାବକୁ ମଂଜୁର ଦିଆଯାଇଛି | ସେଗୁଡିକ ଭିତରେ ଅଛି ବାୟୁସେନା ପାଇଁ ଡିଆରଡିଓ ଦ୍ୱାରା ସ୍ବଦେଶୀ ଜ୍ଞାନକୋୖଶଳ ରେ ବିକଶିତ ଏଆରବର୍ଣ୍ଣ ୱାର୍ନି ଏଣ୍ଡ କଣ୍ଟ୍ରୋଲ ସିଷ୍ଟମ ନୌସେନା ପାଇଁ ନୁତନ୍ନ ପିଢ଼ିର ଅଫସର ପେଟ୍ରୋଲ ଭଏସେଲ ଏବଂ ସ୍ଥଳସେନା ପାଇଁ ମୋଡ୍ୟୁଲର ବ୍ରିଜ |