କୃଷି ଆଇନ କୁ କିଛି ସମୟ ପାଇଁ ସ୍ଥଗିତ ରଖି ବା ପାଇଁ କେନ୍ଦ୍ର କୁ ପରାମର୍ଶ ଦେଲେ ସୁପ୍ରୀମକୋର୍ଟ

133

କଟକ (ଉତ୍କଳ ନ୍ୟୁଜ) କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ କୁ କିଛି ସମୟ ପାଇଁ ସ୍ଥଗିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରୀମକୋର୍ଟ | ବର୍ତ୍ତମାନ କୃଷି ମାନଙ୍କ ର ଆନ୍ଦୋଳନ ଦେଖି ସୁପ୍ରୀମକୋର୍ଟ ଏହିଭଳି ନିଷ୍ପତ୍ତି ନେଇଛନ୍ତି | ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରୀମକୋର୍ଟ ଗୁରୁବାର ଏହା କହିଛନ୍ତି | ଏହି ଆବେଦନ ରେ ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବିଡ଼ି କହିଛନ୍ତି ଯେ , ଆଇନ ବିରୋଧ ରେ ପ୍ରତିବାଦ କରିବା ହେଉଛି ମୋୖଳିକ ଅଧିକାର | ଏହି ଅଧିକାରୀ କୁ କ୍ଷୁର୍ଣ୍ଣ କରିବା କିମ୍ବା ପ୍ରଭାବିତ କରାଯିବ ତାହାର ପ୍ରଶ୍ନ ଉଠିନାହିଁ | କିନ୍ତୁ ଏହାଯୋଗୁ ଧନଜୀବନ ପ୍ରତି ଯେମିତି କୌଣସି ଅସୁବିଧା ନହେଉ , ତାହା ସୁନିଶ୍ଚିତ କରିବାକୁ ପଡିବ |