ଭାରତ - ଵାଂଲାଦେଶ ମଧ୍ୟରେ ଭରଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ

133

କଟକ (ଉତ୍କଳ ନ୍ୟୁଜ) ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଵାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଙ୍କ ଅଧକ୍ଷାତ ରେ ଗୁରୁବାର ଭାରତ - ଵାଂଲାଦେଶ ମଧ୍ୟରେ ଭରଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଦୀର୍ଘ ୫୫ ବର୍ଷ ଧରି ଉଭୟ ଦେଶ ମଧ୍ୟରେ ବନ୍ଦ ରହିଥିବା ରେଳ ଲିଙ୍କ ର ଉଦ୍ଘାଟନ କରାଯାଇଥିଲା | ସମ୍ମିଳନୀରେ ଉଭୟ ଦେଶ ପରସ୍ପର ଉପରେ ବିଶ୍ୱାସ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କ କୁ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ | ପ୍ରଧାନମନ୍ତ୍ରୀ ମୋଦି ପୋଡେଶୀ ପ୍ରଥମ ନୀତି କୁ ଗୁରୁତ୍ୱ ଦେଇଥିଲେ | ଏହା ସହ କାରଣ ଟୀକା ଠାରୁ ସ୍ୱାସ୍ଥ୍ୟ ସେବା ଜନିତ ପ୍ରତ୍ୟେକ କ୍ଷେତ୍ର ରେ ଭାରତ ଵାଂଲାଦେଶ କୁ ସହଯୋଗ କରିବା ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତି ଦେଇଥିଲେ |