ଫେକ ଟିଆରପି ମାମଲାରେ ବନ୍ଧା ହେଲେ ରିପବ୍ଲିକ ଟିଭିର ସିଇଓ

169

କଟକ (ଉତ୍କଳ ନ୍ୟୁଜ) ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦନି ଙ୍କୁ ମୁମ୍ବାଇ ପୋଲିସ ଫେକ ଟିଆରପି ମାମଲାରେ ଗିରଫ କରିଛି | ରବିବାର ଦିନ ପୋଲିସ ବିକାଶ ଙ୍କୁ ଗିରଫ କରିଥିଲା | ଏହି ଦୁର୍ନୀତି ଅକ୍ଟୋବର ରେ ସାମ୍ନା କୁ ଆସିଥିଲା | ଯେତେବେଳେ ରେଟିଙ୍ଗ ଏଜେନସି ବ୍ରଡକାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନ୍ସିଲ ହିଂସା ରିସର୍ଚ୍ଚ ଗୁରଫ ମାଧ୍ୟମରେ ଏକ ମାମଲା ରୁଜୁ କରିଥିଲା | ଯେ କିଛି ଟେଲିଭିଜନ ଚ୍ୟନେଲ ଟିଆରପି ନମ୍ବରରେ ହେରଫେର କରୁଛନ୍ତି | ପୋଲିସ କହିବା ଅନୁଯାୟୀ କିଛି ଘରଲୋକଙ୍କୁ ରିପବ୍ଲିକ ଟିଭି ଏବଂ ଅନ୍ୟ କିଛି ଚ୍ୟାନେଲ ଗୁଡିକ ଦେଖିବା ପାଇଁ ଲାଞ୍ଚ ଦେଉଥିଲେ |