ଦିନକରେ ଦେଶରେ ୨୯,୩୯୮ ନୂଆ ପଜିଟିଭ ଚିହ୍ନଟ

139

କଟକ (ଉତ୍କଳ ନ୍ୟୁଜ) ଧୀରେ ଧୀରେ ଦେଶରେ କାରଣ ସଂକ୍ରମଣ ସ୍ଥିତି ସୁଧୀରିବାରେ ଲାଗିଛି | ଦେଶ ରେ ଦୈନିକ ସଂକ୍ରମଣ ସଂଖ୍ୟା କିଛି ମାସ ହେଲା ହ୍ରାସ ପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ପଜିଟିଭ ମାମଲା ସାମ୍ନା କୁ ଆସିଛି | ଏହାକୁ ମିଶାଇ ଦେଶରେ ମୋଟ ୯୭,୯୬,୭୬୯ ଜଣ ସଂକ୍ରମିତ ହେଲେଣି | ସେହିପରି ଗୋଟିଏ ଦିନରେ ୪୧୪ ଜଣ ରୋଗୀ ପ୍ରାଣ ହରାଇଛନ୍ତି | ସୁସ୍ଥ ହୋଇଛନ୍ତି ୯୨,୯୦,୮୩୪ ଜଣ | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି |