ନୂଆପଡା ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ

155

ନୂଆପଡା (ରୁଦ୍ରରାଜ ବାଗ ) ଆଜି ନୂଆପଡା ଆରକ୍ଷୀ ଅଧିକ୍ଷକ ଶ୍ରୀ ବୀନୀତ କୁମାର ଅଗ୍ରୱାଲଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ବିଳନୀ ନୂଆପଡା ଜ଼ିଲ୍ଲା ସୀଲଦା ନିକଟସ୍ଥ ରିଜର୍ଭ ପୋଲିସ ଗୃହଠାରେ ଅନୁଷ୍ଠିତ ହୋଇଥିଲା ଗତ ତା ୬.୫.୨୦ ରିଖ ଦିନ ବୋଡେ଼ନ ଥାନା ଅଧିନସ୍ଥ ପାଟଧରl ସଂରକ୍ଷିତ ଜଙ୍ଗଲ ମଧରେ ଏସ ଓ ଜି ଯବାନ ମାନଙ୍କ ଦ୍ଵାରା କୁମ୍ଭି ଅପେରସନ ସମୟରେ ମାଓ କ୍ୟାମ୍ପ ଠାବ ହୋଇ ଥିଲା ମାଓ କ୍ୟାମ୍ପ ମଧରୁ ସୋଲାର ପ୍ଲେଟ ୧ ଟି, ୱାଟର ଜଗ ୧ଟି, ଟିଫିନ ବକ୍ସ୧ଟି, ପ୍ଲାଷ୍ଟିକ ରଶି ୪ଟି, ଛତା ୧ଟି, ପଲିଥିନ ୪ଟି, ମୋବାଇଲ ଚାର୍ଜର ୧ଟି ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଥିଲା ଆଜି ସାମ୍ବାଦିକ ସମ୍ବିଳନୀରେ ନୂଆପଡା ଏସ. ପି .ବିନୀତ କୁମାର ଅଗ୍ରୱାଲ, ସିଆରପିଏଫ କମାଣ୍ଡର ରାଜେଶ ଵଶ୍ୟ, ଅତିରିକ୍ତ ସିଆରପିଏଫ କମାଣ୍ଡର ଅନିତ ନଗଭି ପ୍ରମୁଖ ଉପସ୍ଥିତ ଥିଲେ ।