ଦେଶରେ ଦିନକରେ ୩୨,୦୮୦ ନୂଆ କରୋନା ରୋଗୀ ଚିହ୍ନଟ

144

କଟକ (ଉତ୍କଳ ନ୍ୟୁଜ) ଭାରତ ରେ ଦୈନିକ କରୋନା ସଂକ୍ରମଣ ରେ କିଛି ମାତ୍ର ରେ ଶିଥିଳ ପଡିବାରେ ଲାଗିଛି | ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨,୦୮୦ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯୭,୩୫,୮୫୦ ପହଂଚିଛି | ତେଣେ ସୁସ୍ଥ ଙ୍କ ସଂଖ୍ୟା ୯୨,୧୫,୫୮୧ କୁ ବୃଦ୍ଧି ପାଇଛି | ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ରେ ୪୦୨ ଜଣ ରୋଗୀ ଙ୍କ ଜୀବନ ଯିବା ପରେ ମୋର କରୋନା ମୃତ୍ୟୁ ସଂଖ୍ୟା ୧,୪୧,୩୬୦ ରେ ପହଂଚିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହୁ ସୂଚନା ମିଳିଛି |