ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୯୨ ଲକ୍ଷ ପାର

147

କଟକ (ଉତ୍କଳ ନ୍ୟୁଜ) ଭାରତ ରେ କରୋନା ମହାମାରୀ ର ଦୈନିକ ସଂଖ୍ୟା ରେ ହ୍ରାସ ପାଇଥିଲେ ମଧ୍ୟ ଭାରତ ରେ ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବଢୁଛି | ତଥାପି ପ୍ରତେକ ଦିନ ପାଖାପାଖି ୪୦ ହଜାର ଉପରେ ରହୁଛି | ଗତ ୨୪ ଘଣ୍ଟା ରେ ଦେଶରେ ୪୪,୩୭୬ ଜଣ ନୂଆ କତରନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୯୨,୨୨,୨୧୭ ଜଣ କରୋନା ସଂକ୍ରମିତ ହୋଇସାରିଲାଣି | ସେହିଭଳି ଗତ ୨୪ ଘଣ୍ଟା ରେ ୪୮୧ ଯା ଆକ୍ରାନ୍ତ ରେ ମୃତ୍ୟୁ ଘଟିବ ପରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୪,୬୬୯ ରେ ପହଁଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି |