୫ ବର୍ଷ ଭିତରେ ଦୁଇଗୁଣ ହେବ ତୈଳ ବିଶୋଧନ କ୍ଷମତା : ମୋଦି

132

କଟକ (ଉତ୍କଳ ନ୍ୟୁଜ ) ଭାରତ ରେ ତୈଳ ବିଶୋଧନ ର କ୍ଷମତା ୫ ବର୍ଷ ଭିତରେ କିପରି ଦୁଇ ଗୁଣ ର ଅଧିକ ହେବ ଉକ୍ତ ଦିଗ ଆଡେ ଅଧିକ ଧ୍ୟାନ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି | କରୋନା ମହାମାରୀ ଭାରତ ର ଅର୍ଥନୀତି କୁ ବୃହତ ମାତ୍ର ରେ ପ୍ରଭାବିତ କରିଥିବା ସ୍ୱତ୍ତ୍ୱ ପୂର୍ବରୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ଭାରତ ଏ ଲକ୍ଷ୍ୟ ହାସଲ କରିବ ବୋଲି ପ୍ରଧାନ ମନ୍ତ୍ରୀ ଏକ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ ର ସମାବର୍ତ୍ତନ ଉତ୍ସବ ରେ ଉଦବୋଧନ ଦେବା ଅବସରରେ ପ୍ରକାଶ କରିଛନ୍ତି |