ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଂଚିଛି |

136

କଟକ (ଉତ୍କଳ ନ୍ୟୁଜ) ନଭେମ୍ବର ୧୩ ରେ ଶେଷ ଆହୋଇଥିବା ସପ୍ତାହ ରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ରେ ୪୨୭.୭ କୋଟି ଡଲାର ବୃଦ୍ଧି ଘଟିଛି | ଫଳରେ ଏହା ସର୍ବକାଳୀନ ରେକର୍ଡ ସ୍ତର ୫୭୨୭୭.୧ କୋଟି ଡଲାର ରେ ପହଂଚିଛି | ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଦତ୍ତ ତଥ୍ୟ ରୁ ଏହା ଜଣା ପଡିଛି |