ଗୋଟିଏ ଦିନ ରେ ଆମେରିକା ରେ ୨ ଲକ୍ଷ କରୋନା ସଂକ୍ରମିତ ଙ୍କ ସଂଖ୍ୟା

142

କଟକ (ଉତ୍କଳ ନ୍ୟୁଜ) ଆମେରିକା ରେ କରୋନା ତାର ପୁଣି କାୟା ବିସ୍ତାର କରିବାରେ ଲାଗିଛି | ଆମେରିକା ରେ ଏବେ ସ୍ଥିତି ଅତ୍ୟନ୍ତ ଦୟନୀୟ | ଗତ ୨୪ ଘଣ୍ଟା ରେ ୨ ଲକ୍ଷ ଲୋକଂ କରୋନା ରେ ସଂକ୍ରମିତ ହୋଇଛନ୍ତି | ସେହିଭଳି ଗୋଟିଏ ଦିନରେ ୨ହଜାର ରୋଗୀ ମୃତ୍ୟୁବରଣ କଲେଣି | ମିଳିଥିବା ସୂଚନା ଅନୁସାରେ ଆମେରିକା ରେ ୨,୦୪,୧୭୯ ନୂଆ ମାମଲା ସାମ୍ନା କୁ ଆସିବା ପରେ ମୋଟ ଆକ୍ରନ୍ତ ନ୍କ ସଂଖ୍ୟା ୧.୨୨ କୋଟି ଅତିକ୍ରମ କରିଛି | ମୃତ୍ୟୁ ସଂଖ୍ୟା ୨,୬୦,୩୩୧ କୁ ବୃଦ୍ଧି ପାଇଛି |