ପିଓକେ ରେ ପୁଣି ଭାରତ କଲା ବଡ଼ ଏୟାର ଷ୍ଟ୍ରାଇକ

156

କଟକ (ଉତ୍କଳ ନ୍ୟୁଜ) ପାକିସ୍ତାନ ନିଜର ଆତଙ୍କବାଦୀ ମାନଙ୍କୁ ଭାରତ ର ସୀମା ରେ ପ୍ରବେଶ କରାଇବାରେ ଲାଗିଛି | ଏଥିପାଇଁ ଭାତରତ ସେନା ପାକ ଅଧିକୃତ କାଶ୍ମୀର ଏକ ବଡ଼ ଧାରଣା ର ଏୟାର ଷ୍ଟ୍ରାଇକ କରିଛି | ପାକ ଅଧିକୃତ କାଶ୍ମୀର ରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ଼ କୁ ଟାର୍ଗେଟ କରି ଭାରତୀୟ ଫାଇଟର ପ୍ଲେନ ଗୁଡିକ ବୋମା ବର୍ଷଣ କରିଥିଲେ | ଏହି ଲଞ୍ଚ ପ୍ୟାଡ଼ ରେ ଭାରତୀୟ ସୀମା ରେ ପ୍ରବେଶ କରିବା ଅପେକ୍ଷା ରେ ଥିବା ଅନେକ ଆତଙ୍କବାଦୀ ମଧ୍ୟ ନିହିତ ହୋଇଛନ୍ତି | ତେବେ ଏ ସମ୍ପର୍କ ରେ କୌଣସି ବିସ୍ତୃତ ଖବର ନାହିଁ |