ଭାରତର ପ୍ରଥମ ଘରୋଇ ଟ୍ରେନ ସେବା ବନ୍ଦ ହୋଇପାରେ !

132

କଟକ (ଉତ୍କଳ ନ୍ୟୁଜ) ଭାରତର ପ୍ରଥମ ଘରୋଇ ଟ୍ରେନ ଚଳାଚଳ ବନ୍ଦ କରିବାକୁ ରେଳ ବିଭାଗ ନିଷ୍ପତି ନେଇଥିବା ଜଣାପଡୁଛି | ହିନ୍ଦୁସ୍ତାନ ଟାଇମ୍ସ ର ଏକ ରିପୋର୍ଟ ଅନୁସାରେ ନୂଆଦିଲ୍ଲୀ ରୁ ଲଖନଉ ଚାଲୁଥିବା ତେଜସ ଏକ୍ସପ୍ରେସ ନଭେମ୍ବର ୨୩ ରେ ବନ୍ଦ ହେବାକୁଥିବା ବେଳେ ୨୪ ନଭେମ୍ବର ରେ ଅହମଦାବାଦ ରୁ ମୁମ୍ବାଇ ଏକ୍ସପ୍ରେସ ଯାତ୍ରା ବନ୍ଦ ହେବ | ଯାତ୍ରୀ ହେଉନଥିବା କାରଣ ରୁ ଏହି ଟ୍ରେନ ଗୁଡିକ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରେଳ ବିଭାଗ |