ଭାରତ ରେ ୨୪ ଘଣ୍ଟା ମଧ୍ୟରେ ୩୮,୬୧୭ ନୂଆ କରୋନା ଅକ୍ରତା ଚିନ୍ହଟ

140

କଟକ (ଉତ୍କଳ ନ୍ୟୁଜ) ଭାରତ ରେ ଦୈନିକ ସଂକ୍ରମଣ ରେ ସାମାନ୍ୟ ବୃଦ୍ଧି ହୋଇଛି | ଗତ ୨୪ ଘଣ୍ଟା ରେ କରୋନା ସଂକ୍ରମଣ ରେ ୩୮,୬୧୭ ନୂଆ କେସ ସଂନ୍ନକୁ ଆସିଛି | ଯାହାନୁ ମିଶାଇ ଦେଶରେ ୮୯ ଲକ୍ଷ ପାର ହୋଇଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା | ସହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋରାନ ରୁ ସୁସ୍ଥ ହୋଇଥିବା ଆକ୍ରନ୍ତ ଙ୍କ ସଂଖ୍ୟା ୮୩ ଲକ୍ଷ ପାର ହୋଇଛି | ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି |