୪ ଆତଙ୍କବାଦୀ ଙ୍କୁ ନିହିତ କଲା ଭାରତୀୟ ସେନା

134

କଟକ (ଉତ୍କଳ ନ୍ୟୁଜ) ଜାମ୍ମୁ-କାଶ୍ମୀର ର ନାଗରୋଟା ଅଂଚଳରେ ଥିବା ଏକ ଟୋଲ ପ୍ଲାଜା ନିକଟରେ ଭାରତୀୟ ସେନା ଙ୍କ ବଡ଼ ସଫଳତା | ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଭାରତୀୟ ସେନା ଟୋଲ ପ୍ଲାଜା ନିକଟରେ ୪ ଜଣ ପାକିସ୍ତାନ ଆତଙ୍କୀବାଦୀ ଙ୍କୁ ନିହିତ କରିଛି | ଆତଙ୍କବାଦୀ ଅଭିଯାନ ଚଳାଉଥିବା ଭରତୀୟ ସେନା ଙ୍କ ପାଇଁ ଏହା ଏକ ବଡ଼ ସଫଳତା | ସୂଚନା ମୁତାବିକ ଆତଙ୍କବାଦୀ ମାନେ ଆଗକୁ ଆସୁଥିବା ଜାମ୍ମୁ-କାଶ୍ମୀର ନିର୍ବାଚନ ରେ ବଡ଼ ଧାରଣା ର ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ | ତାଙ୍କ ସବୁ ଯୋଜନା ଅକୁ ପଣ୍ଡ କରିଦେଇଛି ଭାରତୀୟ ସେନା | ତେବେ ଏ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରଖିଛି ଭାରତୀୟ ସେନା |